ଗାଜାରେ ୬ ଦିନରେ ୧୨୦୦ ମୃତ
*-ଗାଜା ସହର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି*
*-ସଦ୍ୟ ଆକ୍ରମଣରେ ୫୧ ମୃତ, ୩ ଶହରୁ ଅଧିକ ଗୁରୁତର*
*-ଇସ୍ରାଏଲର ଆକ୍ରମଣରେ ୬ ଦିନରେ ୧୨୦୦ ଜଣଙ୍କ ମୃତ୍ୟୁ*
*-ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଚେତାବନୀ*
*-ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ କହିଲେ ନେତାନ୍ୟାହୁ*
*-ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି*
*-ଏକମାତ୍ର ପାୱାର ପ୍ଲାଣ୍ଟ ଠପ୍, ଗାଜାରେ ଭୟାନକ ମାନବୀୟ ସଙ୍କଟ-ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ କହିଲେ ନେତାନ୍ୟାହୁ*
*-ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି*
*-ଏକମାତ୍ର ପାୱାର ପ୍ଲାଣ୍ଟ ଠପ୍, ଗାଜାରେ ଭୟାନକ ମାନବୀୟ ସଙ୍କଟ*
