Spread the love

ଗୀତାଜ୍ଞାନ ଯଜ୍ଞ

ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ ଢେଙ୍କାନାଳ, ତା.୨୦.୦୪.୨୦୨୩ରିଖ : ଶ୍ରୀମଦ୍ ଭାଗବତ ପରିଷଦ ଆନୁକୂଲ୍ୟରେ ତଥା ଗୀତା ଆଶ୍ରମ ଭୂବନେଶ୍ବର ଆଚାର୍ଯ୍ୟ ପୂଜ୍ୟ ସାମିଜୀ ଜଗଦୀଶାନନ୍ଦ ସରସ୍ୱତୀଙ୍କ ଦ୍ବାରା ୧୫ଦଶ ଅଧ୍ୟାୟର ତତ୍ଵିକ ପ୍ରବଚନ ଦଧିବାମନ ଜୀଉ ଆଶ୍ରମ ପରିସରରେ ତା୨୦,୦୪, ୨୦୨୩ରିଖ ଠାରୁ ତା.୨୫.୦୪.୨୦୨୩ରିଖ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ତିଥିରେ ସଂଧ୍ୟାରେ ଉଦ୍‌ଯାପିତ ହେବ । ଆଲୋଚ୍ୟ ବିଷୟ ଈଶ୍ବରଙ୍କ ସ୍ୱରୂପ ଜୀବର ସ୍ଥିତି, ଗତି ଓ ମୁକ୍ତି ତଥା ଦୁଃଖପୂର୍ଣ୍ଣ ସଂସାର ଜୀବନରୁ ମୁକ୍ତିର ଉପାୟ । ଗୀତାପ୍ରେମୀ ଭକ୍ତ ଜନସାଧାରଣଙ୍କୁ ସାଦର ସ୍ଵାଗତ ଓ ନିମନ୍ତ୍ରଣ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *