Spread the love

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଲୋକେ ହେଲେ ଛାନିଆ

କେନ୍ଦୁଝରରୁ ଭୁବନେଶ୍ୱର ସବୁ ଦିନେ ସକାଳେ ଗୋଟେ ଯାତ୍ରୀବାହୀ ଟ୍ରେନ ଯାଏ ବହୁତ ଲୋକେ ଯାଆନ୍ତି। ହେଲେ ଆଜି ଏହି ଟ୍ରେନ କଟକ ହେବା ବେଳେ ଧୀର ଗତିରେ ଥିଲା ବେଳେ ଏହାର ଟ୍ରାକରେ ଆଉ ଗୋଟେ ଟ୍ରେନ୍ ଆସୁଥିବା ଦେଖା ଗଲା । ତେବେ କିଛି ଦୁର୍ଘଟଣା ହେବା ପୂର୍ବରୁ ଦୁଇ ଟ୍ରେନ୍ ଅଟକି ଯାଇ ଥିଲେ । କେନ୍ଦୁଝରରୁ ଯାଉଥିବା ଟ୍ରେନ୍ ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏହାର କାରଣ ସଠିକ୍ ଜଣା ଯାଇ ନଥିଲେ ବି ବୋଧ ହୁଏ ନୂଆ କାରିଗରୀ ଲାଗି କୁଆଡେ ଗୋଟେ ମିନିଟ ବ୍ୟବଧାନରେ ଗୋଟେ ଟ୍ରାକରେ ୨ ଟ୍ରେନ ଯାଇ ପାରିବ ବୋଲି ଖବର ଆସିଛି ଆଲୋଚନା ହେଉ ଥିଲା
କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *