Spread the love

ଅଦ୍ୟ ତା୨୦.୮.୨୦୨୫ ଦିବା ୧୧ ଟିକା ସମୟରେ ସ୍ଥାନୀୟ ଗୋପିନାଥ ଗାର୍ଡନରେ ବି.ବି.ହାଇସ୍କୁଲ ୧୯୬୮ ବ୍ୟାଚ଼ ଛାତ୍ରଙ୍କର ସପତ୍ନୀକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି। ଏଥରେ ପରିଣତ ବୟସ କିପରି ଅତିବାହିତ କରିବା ସେ ସମ୍ପର୍କ ରେ ବନ୍ଧୁ ମାନେ ଆଲୋଚନା କରିଥିଲେ। ଏଥିରେ ସର୍ବଶ୍ରୀ ଡା:ଜିତେନ୍ଦ୍ରଭଞ,ହ୍ରୁଷିକେଷ ରଣା, ରୁଦ୍ର ମହାପାତ୍ର,ଭଗବାନ ସାହୁ, ଲୁଲୁ ପଟ୍ଟନାୟକ,ଅଭିମନ୍ୟୁ ବାରିକ,ପ୍ରଫୁଲ୍ଲ ସାହୁ,ବୈଷ୍ଣବ ମହାରଣା,ରମେଶ ମଲ୍ଲିକ, ବିଶ୍ୱନାଥ ପାତ୍ର,ଦୁଖିଶ୍ୟାମ ସିଂହ, ସତ୍ଯନାରାୟଣ ଷଡଂଗୀ,ସୁରେନ୍ଦ୍ର ଜେନାମଣି,ପ୍ରକାଶ ମହାପାତ୍ର, ଗୋକୁଳାନନ୍ଦ ତ୍ରିପାଠୀ, ପୁର୍ଣ୍ଣଚନ୍ଦ୍ରସାହୁ, ସିଦ୍ଧେଶ୍ଵର ସ୍ୱାଇଁ, ରବିନ୍ଦ୍ର ମାଟିଆମିଶ୍ର, ବ୍ରହ୍ମାନନ୍ଦ ସାହୁ,ପବିତ୍ର ପ୍ରଧାନ,ଗୋବିନ୍ଦ ସେନାପତି,ନିମାଇଁ ମହାନ୍ତି ଇତ୍ୟାଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *