ଘରୋଇକଳିର କରୁଣ ପରିଣତି,ଶଳାର ଆକ୍ରମଣରେ ଭିଣେଇର ମୃତ୍ୟୁ।
କେନ୍ଦୁଝର ଜିଲ୍ଲାରେ ଶଳାର ଆକ୍ରମଣରେ ଭିଣେଇର ମୃତ୍ୟୁ ଶାଳାର ଆକ୍ରମଣ ରେ ଭିଣେଇର ମୃତ୍ୟୁ, ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମରେ, ଘରୋଇ କଳିର କରୁଣ ପରିଣତି, ଶାଳା ଭିଣେଇ ମଧ୍ୟରେ ସାମାନ୍ୟ ବଚସାରୁ ଶାଳାର ଆକ୍ରମଣରେ ଭିଣେଇର ମୃତ୍ୟୁ ହୋଇଥିବା ନେଇ ସୂଚନା, ଘଟଣା ସ୍ଥଳରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସଦଳବେଳେ ପହଞ୍ଚି ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି। ମୃତକ ବନମାଳୀ ମୁଣ୍ଡା ହୋଇଥିବା ବେଳେ ମୃତ୍ୟୁଡ଼ାତା ଶଳା ଚମ୍ପୁଆ ନିକଟସ୍ତ ଅଜୟ ତିରିୟା ହୋଇଥିବା ନେଇ ସୂଚନା, ତେବେ ବଡ଼ବିଲ ପୋଲିସ୍ ହତ୍ୟାକାରୀ ଶଳା ଅଜୟକୁ ଗିରଫ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
