Spread the love

ଘରୋଇ କମ୍ପାନୀ ପକ୍ଷରୁ ଡେ଼ଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ଆଠ ରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଘରୋଇ କମ୍ପାନୀ ପକ୍ଷରୁ ଡେ଼ଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବଡ଼ବିଲ ଅଞ୍ଚଳର ବରିଷ୍ଟ ନାଗରିକ ୱାର୍ଡ଼ ନମ୍ବର୍ ଆଠ ର ୱାର୍ଡ଼ମେମ୍ବର ସାଧାରଣ ଜନତା ଓ କମ୍ପାନୀ କତୃପକ୍ଷ ଉପସ୍ଥିତ ଥିଲେ ଓ ସଚେତନତା ବାର୍ତ୍ତା ଦେବା ସହ ଏକ ସଚେତନତା ରଥକୁ ସବୁଜ ପତାକା ଦେଖେଇ ଏହାର ଶୁଭାରମ୍ଭ କରିଥିଲେ ଉପସ୍ଥିତ ଅତିଥି ଓ କମ୍ପାନୀ କତୃପକ୍ଷ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *