Spread the love

ଚବିଶ ପ୍ରହରିନାମଯଜ୍ଞ ପାଇଁ,କଲଶଯାତ୍ରା ଦୁଲୁକିଲା ଗାଁ ଦାଣ୍ଡ

କଳାହାଣ୍ଡି ,ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଚବିଶ ପ୍ରହରନାମଯଜ୍ଞ ପାଇଁ କଲଶଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଯଜ୍ଞ କର୍ତ୍ତା ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ଓ ସହଧର୍ମିଣି ଇତିଶ୍ରୀ ପାତ୍ର ଙ୍କ ବାସଭବନକୁ ଯାଇ ଶଙ୍ଖ ଘଣ୍ଟ କିତ୍ତନ ଦଲ ସହିତ ଶ୍ବାଗତ କରି ଗାଁ ରୁ ଶତଧିକ ମହିଳା ପୋଖରିକୁ ଯାଇ କଲଶରେ ଯଜ୍ଞ ମଣ୍ଡପକୁ ପାଣିଆଣି ଥିଲେ।ପୁଜକ ଶ୍ରୀସୁନିଲ ପଣ୍ଡା ପୁଜା ଚର୍ଚ୍ଚା କରିଥିଲେ,ଏଥିରେ ସହଯୋଗ କରିଥିଲେ ମାଁ ଲଙ୍କେଶ୍ବରି କମିଟିର ସଭ୍ୟ ମାନେ ଓ ସରପଞ୍ଚ ପ୍ରତିନିଧି ଶ୍ରୀନିରଞ୍ଜନ ସୁନାନୀ,ନାଏବ ସରପଞ୍ଚ ଶ୍ରୀ ରାହାସ ନାଏକ, ହରିଶ୍ଚନ୍ଦ୍ର ନାଏକ,ଘେନୁପ୍ରସାଦ ଗୁରୁ,ବିଶ୍ବନାଥ ନାଏକ,ବସନ୍ତ ଗହିର, ସୁଧାଂଶୁ ସୁନାନୀ, ଅର୍ଜୁନ ବାଗ, ସାମ୍ବାଦିକ ବାଲେଶ୍ବର ସୁନାମୀ,କୁଳମଣି ନାଏକ,ରାଜକିଶୋର ଗୁରୁ,ବିଦ୍ୟାଧର ଗୁରୁ,କିଶୋରଚନ୍ଦ୍ର ଗୁରୁ, ପୁରୁଷୋତ୍ତମ ଗୁରୁ,କୁମୁଦଚନ୍ଦ୍ର ମେହେର,ଦାମ୍ଭୋଦର ନାଏକ,ଦେବିପ୍ରସାଦ ନାଏକ,ରାହାସ ନାଏକ,ମନୋଜ ମହାଲିକ,ଦେବିପ୍ରସାଦ ନାଏକ,ଘାସିରାମ ପୁଝାରୀ ,ବାବୁଲାଲ ନାଏକଓ ଯୁବକ ସଂଘ,ଓ ମହିଳା ମାନେ ସହଯୋଗ କରିଥିଲେ,ଓ ଶାନ୍ତି ଶ୍ରୃଙ୍ଗଲା ସହିତ କଲଶ ଯାତ୍ରା ସମାପନ ହୋଇଥିଲା,ବହୁଦିନ ପରେ ପ୍ରହରିନାମଯଜ୍ଞ ହେଉଥିବାରୁ ଲୋକେ ବହୁତ ଖୁସି ହୋଇଥିଲେ।ଜୁନାଗଡ ରୁ ବାଲେଶ୍ଵର ସୁନାମୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *