{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}
Spread the love

ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ସି.ପି.ଆଇ.ର ଦାବୀ

ଢେଙ୍କାନାଳ, ୨୩/୮: ଗତ ବର୍ଷାରେ କାମାକ୍ଷାନଗର ଉପକଣ୍ଠରେ ଥୁବା ମହୁଲପାଳ, ଜୟପୁର, ମାର୍ଥାପୁର, ଦିଘି, ବୁଢିବିଲି, ଗୁନେଇବିଲି ପ୍ରଭୃତି ଗ୍ରାମମାନଙ୍କରେ ଜମି ଓ ବାଡିରେ ପାଣି ପଶିଯିବା ଫଳରେ ଚାଷୀମାନଙ୍କର ପ୍ରାୟ ୨୦୦୦ ଏକର ଜମି କ୍ଷତିଗ୍ରସ୍ତ ହୋଇଛି । କୃଷି ବିଭାଗ ଏହାର ତଦନ୍ତ କରି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ସହିତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଜିଲ୍ଲା ପ୍ରଶାସନ ଠାରେ ସି.ପି.ଆଇ. ଜିଲ୍ଲା ସଂପାଦକ ଶିବରାମ ସାହୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *