Spread the love

ଜମିଲା ଚବିଶପ୍ରହର ନାମଯଞ, ବର୍ଷାରେ ଭିଜିଭିଜି ଝୁମିଲେ ଦର୍ଶକ…

କଳାହାଣ୍ଡି…ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ଚବିଶ ପ୍ରହରନାମଯଜ୍ଞ ର ଆଜି ଶେଷ।ଏହି ଚବିଶ ପ୍ରହର ନାମଯଞ ରେ ଏଗାର ଟି ଶର୍କୀତନ ଦଲ ରହିଥିବାବେଳେ,ଝିଅ ଦଲମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା,ବର୍ଷାରେ ଭିଜିଭିଜି ମଧ୍ୟ ଲୋକେ ପାଟଣାଗଡ଼ ଶାଲେପାଲିର ଝିଅଦଲ ର ରଞ୍ଜିତା ପୋଡ ଙ୍କ ବାଦ୍ୟ କୁ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମି ଥିଲା ,ଏହି ନାମ ଯଜ୍ଞ ତିରିଶ ବର୍ଷପରେ ହେଉଥିବାରୁ ଲୋକଙ୍କ ମୁହଁରେ ଆନନ୍ଦ କହିଲେ ନସରେ,ଏଥିରେ ଗ୍ରାମର ଶହଶହ ମହିଳା ଲୋକଙ୍କୁ ଅନ୍ନଭୋଗ ବଣ୍ଟନ କରିଥିଲେ,ଯଯମାନ ଶ୍ରୀ ଜିତେନ୍ଦ୍ର ପାତ୍ର ଓତାଙ୍କର ସହ ଧର୍ମିଣି ଇତିଶ୍ରୀ ପାତ୍ର ରହିଥିବାବେଳେ ପୁଜା ସୁନିଲ ପଣ୍ଡା ପୁର୍ଯାଚନା କରିଥିଲେ ।ଓ ଗ୍ରାମ ର ଶ୍ରୀ ନିରଞ୍ଜନ ସୁନାମୀ,ଘେନୁଗୁରୁ,ବିଶ୍ବନାଥ,ଅର୍ଜୁନ ବାଗ,ରାହାସ ନାଏକ,କିଶୋର ଗୁରୁ,ପୁରୁଷୋତ୍ତମ ଗୁରୁ,ବସନ୍ତ ଗହିର, ବାବୁଲାଲ ନାଏକ,କୈଲାଶ ବାଗ,କୃଷ୍ଣ ବାଗ,ଦାମ୍ଭୋଦର ନାଏକ,ସହଯୋଗ କରିଥିଲେ,ଓ କୁଳମଣି ନାଏକ ଭଣ୍ଡାର ଦାୟୀତ୍ବ ତୁଲେଇ ଥିଲେ,ଏଥିରେ ହାରା ହାରୀ ଶତର ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସୁନ୍ଦର ଭାବରେ ପ୍ରଶାଦ ସେବନ କରିଥିଲେ ।ଜୁନାଗଡ ରୁ ବାଲେଶ୍ବର ସୁନାମୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *