Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜରୀ ଗ୍ରାମର ଶ୍ରଦ୍ଧାଞ୍ଜଳି ଙ୍କ ହୃଦଘାତ ଓ ଫୁସଫୁସଫୁସ ଜନିତ ସମସ୍ୟା।ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

 

ଜେ ବି ଏନ, ୮/୧୨/୨୦୨୦, (ରିପୋର୍ଟ, ପ୍ରୀତିପୁର ରୁ ରଜତ ମଲ୍ଲିକ), ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ଗ୍ରାମର କୃଷ୍ଣ ଦାସ ଙ୍କ ଝିଅ ଶ୍ରଦ୍ଧାଞ୍ଜଳି ଦାସ ଙ୍କ ର ହୃଦଯନୀତ ଓ ଫୁସଫୁସ ଜନୀତ ସମସ୍ୟା ଯୋଗୁ ସେ ଚିକିତ୍ସା ପାଇଁ ଗତ ସପ୍ତାହ ରୁ କଟକ ର ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ମେଡିକାଲ ରେ ଭର୍ତ୍ତି ହୋଇଥିଲେ, ସେ ଗରିବ ଶ୍ରେଣୀର ହୋଉଥିବାରୁ ଅର୍ଥ ସଂଗ୍ରହ କରିବା ତାଙ୍କ ପାଇଁ କଠିନ ସମସ୍ୟା ହୋଇପଡିଛି, ଅର୍ଥ ବାଧକ ହୋଇଥିବାରୁ ଏ କୁନି ଝିଅ ପାଇଁ ଅଳ୍ପ କିଛି ସାହାଯ୍ୟ କରିବା ପାଇଁ ଗ୍ରାମ ବାସୀ ସାହାଯ୍ୟ କର୍ମୀ ଙ୍କୁ ଏ କୁନି ଝିଅ ର ଚିକିତ୍ସା ସଫଳ ହେଉ ବୋଲି ସେମାନେ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଏଣୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ତାଙ୍କ ପରିବାର ନମ୍ବର 8658166054 ରେ ଯୋଗାଯୋଗ କରିବା ପାଇଁ ମଧ୍ୟ କହିଛନ୍ତି।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]