Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମା କୁ ବିଧବା ରଚାଇ ଜମିବାଡି ହଡ଼ପ 

ଜେ. ବି. ଏନ୍ (୧୬/୧୨ /୨୦୨୦) ଢେଙ୍କାନାଳ ଜିଲ୍ଲା ପରଂଜଙ୍ଗ ବ୍ଲକ୍ ଅନ୍ତର୍ଗତ ପରମହଂସପୂର ଗ୍ରାମର ଜଣେ ବୃଦ୍ଧା ଏକ ସାଂଘାତିକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ। ଅଭିଯୋଗ କାରୀ ଜଣ କ ହେଲେ,ଶରତ ଚନ୍ଦ୍ର ସାହୁ ( ୮୦) ବର୍ଷ ବୃଦ୍ଧା ପିତା. ହଳଧର ସାହୁ, ଶରତ ଙ୍କ ଅଭିଯୋଗ ହିସାବରେ ତାଙ୍କ ଦୁଇ ପୁଅ ପର୍ଶୁରାମ୍ ସାହୁ, ବଲରାମ ସାହୁ ଦୁଇ ବହୁ ନୀଳଡ ଓ ଉର୍ମିଲା ବିଗତ ୧୩ ବର୍ଷ ପୂର୍ବେ ତାଙ୍କୁ ଘରୁ ବାହାର କରି ଦେଇଥିଲେ। ସେ ଭିକ୍ଷା ବୃତ୍ତି କରି କି ଚଳୁଛନ୍ତି। ସେ କିଛି ଦିନ ପୂର୍ବେ ଘରକୁ ଫେରିବାରୁ ଦେଖିଲେ କି ତାଙ୍କ ସ୍ତ୍ରୀ ବିଧବା ଅବସ୍ଥାରେ ଅଛନ୍ତି। ପିଲା ଛୁଆ ମାନେ ଶେଷରେ ମୋତେ ଘରୁ ତଡି ଦେଇଛନ୍ତି।

 

कोସାହି ପଡ଼ିଶା ଙ୍କ ଦ୍ଵାରା ଜାଣିବାକୁ ପାଇଲି ମୋ ସ୍ତ୍ରୀ କୁ ବିଧବା ରଚେଇ ମୋର ପିତୃ ଅର୍ଚିତ ଜାଗା ବାଡ଼ି ବିକି ଦେଇଛନ୍ତି। ଏହି ଅଭିଯୋଗ ନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଥି ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନ୍ ନେଇଥିବାରୁ ଦ୍ୱିତୀୟ ଥର ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।