Spread the love

ଜେଏମଏଫସି କୋର୍ଟ ରାୟ ପରେ ଚଳ ଚଞ୍ଚଳ ଚୌଦ୍ୱାରମଣ୍ଡଳ କାରାଗାର

ଜେଏମଏଫସି କୋର୍ଟ ରାୟ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଚୌଦ୍ୱାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତରକୁ ନେଇ ଏବେ ଚଳ ଚଞ୍ଚଳ ହୋଇ ଉଠୁଛି ଚୌଦ୍ୱାର ମଣ୍ଡଳ କାରାଗାର l ଗୋପାଳକୁ ଦେଖିବା ପାଇଁ ବହୁ ଜନ ସମାଗମ ହେବା ସହିତ ମିଡ଼ିଆର ଗଣମାଧ୍ୟମ ପ୍ରତିନିଧି ମାନେ ପହଂଚିବା ସହିତ ଚୌଦ୍ୱାର ପୋଲିସ, ଜେଲ ଓ ମୁଖ୍ୟ ରାସ୍ତା ଉପରେ ପାଇଁତରା ମାରୁଥିବାର ଦେଖା ଦେଇଛି l ସୂଚନା ଯୋଗ୍ୟ ଯେ ଆଜି ଦୀନ 2ଟା ପରେ ଝାରସୁଗୁଡାରୁ ବାହାରି ଥିବା ଗୋପାଳ ଦାସର ଗାଡି ସନ୍ଧ୍ୟା 7ଟା ପରେ ପରେ ଆଶା କରାଯାଇଛି କି ସେଇ ଅନୁସାରେ ଚୌଦ୍ୱାର ପୋଲିସ ଓ ଜେଲ କତୃପକ୍ଷ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ଭାବେ କରିଛନ୍ତି l
Breaking news

Leave a Reply

Your email address will not be published. Required fields are marked *