Spread the love

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମକର ସଂକ୍ରାନ୍ତି ମହୋତ୍ସବ ପାଳନ

ଢେଙ୍କାନାଳ, ୧୪/୦୧/୨୦୨୫ : ସଂସ୍କୃତି, ଐତିହ୍ୟ, କୃଷି ପରମ୍ପରା ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧକୁସମ୍ମାନ ଦେବା ସହ ସାମାଜିକ ବନ୍ଧନକୁ ସୁଦୃଢ଼ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସ ପ୍ରସନ (อง৫) ମେରାମଣ୍ଡଳୀ ପକ୍ଷରୁ ମକର ସଂକ୍ରାନ୍ତି ମହୋତ୍ସବ ପାଳନ କରାଯାଇଛି। ଢେଙ୍କାନାଳ ଜିଲ୍ଲା ନୂଆଗା ପଞ୍ଚାୟତର ଖଲିବେରଣାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ପଞ୍ଚାୟତର ୩୫୦ରୁ ଉର୍ଦ୍ଧ୍ବ ଯୁବକଯୁବତୀ, ମହିଳା ଓ କୃଷକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ସମସ୍ତ ପଞ୍ଚାୟତର ପିଆରଆଇ ସଦସ୍ୟ ଓ ମକର ସଂକ୍ରାନ୍ତି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଅନେକ ପ୍ରତିଭାଙ୍କୁ ପୁରସ୍କୃତ କରଯାଇଥିଲା । ।। গুঞ্জণ ଅତିଥ୍‌ଙ୍କ ସମେତ ଟାଟା ଷ୍ଟିଲ ମେରାମଣ୍ଡଳୀ କର୍ପୋରେଟ୍ ସର୍ଭିସେସ ଚିଫ୍ ମୋହିତ ଦାସ, କର୍ପୋରେଟ୍ ରିଲେସନ୍ସର ମୁଖ୍ୟ ନୃସିଂହ ଚରଣ ମହାପାତ୍ର, ଜମି ଓ ଲିଜ୍ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ପାଣି, ଟାଟା ଷ୍ଟିଲ ଫାଉଣ୍ଡେସନ ୟୁନିଟ୍ ହେଡ୍‌ କୁମାର ସୌରଭ ଉପସ୍ଥିତ ରହି କୃତି ପ୍ରତିଭାଙ୍କୁ ସମ୍ବନ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *