ସୁନ୍ଦରଗଡ଼:ଟାୟାର କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଆଜି ସକାଳୁ ସକାଳୁ ଟାୟାର କାରଖାନାରେ ନିଆଁ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପଦା ଜାମପାଲିରେ ଥିବା ଆଟିଟିୟୁଡ଼ ଏକଜିମ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଟାୟାରରୁ ତେଲ ବାହାର କରୁଥିବା କାରଖାନାରେ ଆଜି ସକାଳୁ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଗାଙ୍ଗପୁର ପୁଲିସ ସହ କୁତ୍ରା ଓ ରାଜଗାଙ୍ଗପୁରର ତିନିଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ତେବେ ନିଆଁ କେମିତି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *