Spread the love

ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ। ସୂଚନା ଅନୁଯାୟୀ ବାଇକି ଆରୋହୀ ଙ୍କ ଘର ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମର ବିଷ୍ଣୁ ଦେହୁରୀ।

By

Leave a Reply

Your email address will not be published. Required fields are marked *