Spread the love

ଟ୍ରାକ୍ଟରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

ଗୋଲାମୁଣ୍ଡା/୨୨/୫/୨୫/ଟ୍ରାକ୍ଟରରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଟ୍ରାକ୍ଟରକୁ ଜବତ ହୋଇ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି, ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତଥା କେ ଗାଁ ବନାଞ୍ଚଲ୍ ଅଧିନରେ ଥିବା ଦଶ ପୁର ବନପାଲ ପ୍ରଦୀପ କୁମାର ବିଶୀ ଓ ତାଙ୍କ ଦଳ ବଳ ସହ ଟ୍ରାକ୍ଟର କୁ ଜବତ୍ ହୋଇ ଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ବାବେଗୁଡ଼ା ଗ୍ରାମର ଦୁଲଭ କେତକୀ ଙ୍କ ନମ୍ୱର ବିହୀନ ସ୍ବରାଜ ଟ୍ରାକ୍ଟରରେ ବଡ ବଡ ସାହାଜ ଗଣ୍ଡି ୧୦ଖଣ୍ଡ ଓ ଛୋଟ ସାଇଜର ଜାଳେଣି କାଠ ଲୋଡ କରି ଚିଚିଆ ଅଭିମୁଖେ ଯାଉ ଥିବା ବେଳେ କୌଣସି ପ୍ରକାର ଖବର ପାଇ ବନପାଲ ପୁହୁଞ୍ଚି ବୃନ୍ଦା ବାହାଲ ପଂଚାୟତ ଛକ ନିକଟରେ ରାତ୍ର ୧୦ଘଣ୍ଟିକା ସମୟରେ ଜବତ କରି ସଙ୍ଗେ ସଙ୍ଗେ ଦଶପୁର ବନପାଲ କାର୍ଯ୍ୟାଳୟ କୁ ନେଇ ଥିଲେ ବୋଲି ବନପାଲ ପ୍ରଦୀପ ବିଶି ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି, ଓ ତୁରନ୍ତ ସେହି ଟ୍ରାକ୍ଟର ଡ୍ରାଇଭର ଭୀଷ୍ମ ନାଏକ ପିତା ଗୋପୀନାଥ ନାଏକ ଗ୍ରାମ ବାବେଗୁଡ଼ା ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଳି ଜଣାଇ ଥିଲେ,ଆସନ୍ତୁ ଦେଖିବା ସେହି ଟ୍ରାକ୍ଟରରେ ଲୋଡ ହୋଇ ଥିବା ସାହାଯ ଗଣ୍ଡିର ଦୃଶ୍ୟ, ଏ ଭଳି ପଦକ୍ଷେପ ଗ୍ରହଣ କରି ଥିବାରୁ ଦଶପୁର ବନପାଲ ଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ୍ ଜ୍ଞାପନ ଜଣାଇ ଛନ୍ତି,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଲକ ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *