Spread the love

ଢ଼େଙ୍କାନାଳ: କାଙ୍କଡ଼ ପାଳ ଗ୍ରାମର ପୁରୁଣା ସାହି ରେ ୧୯ତମ ବାର୍ଷିକ ନାମ ଯଜ୍ଞ ପାଳିତ ହୋଇଯାଇଛି।୧୮ ତାରିଖ ଦିନ ଅଧିବାସ ପୂଜା ଆରମ୍ଭ ହୋଇଥିଲା, ଆଜି ୧୯ ତାରିଖ ଅଷ୍ଟ ପ୍ରହରୀ ନାମ ଯଜ୍ଞ ରେ ଯୋଗ ଦେଇଥିଲେ ସମାଜ ସେବୀ ରାମଚନ୍ଦ୍ର ପାତ୍ର ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ପୂଜା ଅର୍ଚ୍ଚନା କରିଥିଲେ। ଉକ୍ତ ନାମ ଯଜ୍ଞ ରେ ୧୪ ନାମ ମଣ୍ଡଳୀ ଯୋଗ ଦେଇ ସଂକ୍ରିତନ କରିଥିଲେ । ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେଇଥିଲା। ଏଥିର ସମସ୍ତ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *