Spread the love

ଢ଼େଙ୍କାନାଳ ମାର୍ବଲ ମିସ୍ତ୍ରୀ ସଙ୍ଘ ତରଫରୁ ଧାରଣା ଶେଷ
ଅଦ୍ୟ ତା ୧୦/୦୬/୨୦୨୪ ରିଖ ବୁଧବାର କୋରୀଂହା ହରେକୃଷ୍ଣ ଗୋଦାମ ଭଡ଼ା ଘର ଢ଼େଙ୍କାନାଳ ମାର୍ବଲ ସଙ୍ଘର ସଭା ଅନୁଷ୍ଠିତ ହେଇଥିଲା
ଏହିସଭାରେ ସଙ୍ଘର ସଭାପତି ବିଦୁର ନାୟକ ସଭାପଟିତ୍ୟ କରିଥିଲେ ମାର୍ବଲ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଘ ତତଫରୁ ତା,୦୫,୦୬,୨୦୨୪ଠାରୁ୧୦,୬,୨୦୨୬, ରିଖ ପଯ୍ୟନ୍ତ ଦୀର୍ଘ ୬ଦିନ ଧରି ଶାନ୍ତି ପୁର୍ଣ୍ଣ ଭାବେ ସମସ୍ତ ସଭ୍ୟ ମାନେ ମାର୍ବଲ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ ଉକ୍ତ ୬ଦିନ ମଧ୍ୟରେ ଅମ୍ଭେ ଜିଲାପାଳ କାର୍ଯ୍ୟାଳୟ ଯାଇ ଅତିରିକ୍ତ ଜିଲାପାଳ ଏବଂ ଲେବର ଅଫିସ ଯାଇ ଲେବର କମିଶନ ଙ୍କୁ ଭେଟିଥିଲୁ ଏବଂ ଆମର ଅପତି ଅଭିଯୋଗ ଜନାଇଥିଲୁ ଏହି ଆନ୍ଦୋଳନକୁ ବିଚାର କରି ସେ ଆମ୍ଭକୁ ଆଶ୍ଵାସନା ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଧେଶ ଦେଇଥିଲେ ଆମ୍ଭେ ସମସ୍ତ ସଭ୍ୟ ବୃନ୍ଦ ଏହି ନିର୍ଦ୍ଦେଶକୁ ପାଳନ କରି ବନ୍ଦ୍ ଡାକରାକୁ ସମାପ୍ତ କରି ଆସନ୍ତା କାଲି ଠାରୁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଲୁ,ଆସନ୍ତା ମାସରେ ବନଖଣ୍ଡ ଅଧିକାରୀଙ୍କ ପରାମର୍ଶ କ୍ରମେ ବୃକ୍ଷ ରୋପଣ କରିବାପାଇଁ ଆଜିର ସଭା ରେ ନିଷ୍ପତ୍ତି ନିଆଗଲା ଏବଂ ସଭାସଂଘ୍ କରାଗଲା,,,, ସଭାପତି,ବିଦୁର ନାୟକ ସମ୍ପାଦକ,ବରୁଣ କୁମାର ଜେନା ଉପସଭାପତି,ରାଜୀବ ସାହୁ କୋଷାଧ୍ୟକ୍ଷ,ଦିପୁ ଦଲେଇ ସଂଯୋଜକ, ପ୍ରଭାତ ସାହୁ

Leave a Reply

Your email address will not be published. Required fields are marked *