Spread the love

ଢେଙ୍କାନାଳ ରେ ବର୍ଷା ଲାଗି ରହିଛି।।

ଢେଙ୍କାନାଳରେ ପ୍ରବଳ ବର୍ଷା।ଜନଜୀବନ ଅସ୍ତବ୍ୟସ୍ତ। ଲୋକମାନେ ଛତା ଓ ରେନିକୋର୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା କମିବାର ନା ଧରୁନି।ଜନଜୀବନ ପ୍ରଭାବିତ ହୋଇଛି।ଗାଡି ମଟର,ଦୋକାନ ବଜ଼ାର ଚଳାଚଳ ରେ ବାଧାପ୍ରାପ୍ତ ଘଟିଛି। ଢେଙ୍କାନାଳ ସହର ରାସ୍ତାଘାଟ ଜନଶୂନ୍ୟ।ଢେଙ୍କାନାଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି

Leave a Reply

Your email address will not be published. Required fields are marked *