Spread the love

ଢେଙ୍କାନାଳ ଲକ୍ଷ୍ମୀବଜାରରେ ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ଦଣ୍ଡୁଆଙ୍କ ରାତ୍ରୀ ଦଣ୍ଡନୃତ୍ୟ ଭକ୍ତଙ୍କ ମନକିଣିନେଲାl

ମା ଅମ୍ବିକା ଦଣ୍ଡ ପାର୍ଟି କାମାକ୍ଷାନଗର ଗୋଦିରିବିଲି ସ୍ଥାନୀୟ ଲକ୍ଷ୍ମୀବଜାର ଠାରେ ମଧ୍ୟାହ୍ନ ରେ ଧୂଳି ଦଣ୍ଡ ପରିବେଷଣ କରିଥିବା ବେଳେ ରାତ୍ରୀ ରେ ଅଗ୍ନି ଦଣ୍ଡ ସହ ବିଭିନ୍ନ ପ୍ରକାରର ଦଣ୍ଡ ଯଥା ପ୍ରଭାତ ଫେରି, ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ନାବିକ, ଯୋଗୀ, ଚଢ଼େଇଆ ଚଢେଇଆଣୀ, ପତରସଉରୁଣୀ, ବାବାଜୀ , ବିଣାକାର ପରିବେଷଣ କରିଥିଲେ। ଏହି ଦଣ୍ଡ ପରମ୍ପରା ୩୫ବର୍ଷର। ବିଭିନ୍ନ ଗ୍ରାମ ରୁ ଗ୍ରାମ ବୁଲିବୁଲି ଏହି ଦଣ୍ଡ ପରିବେଷଣ କରୁଛନ୍ତି। ଏହି ଦଣ୍ଡ ନୃତ୍ୟ ଲୋକମାନଙ୍କ ମନକିଣିନେଇଛି।

Leave a Reply

Your email address will not be published. Required fields are marked *