Spread the love

ଯାଜପୁର ଦାନଗଦି ତହସିଲି ଅଞ୍ଚଳରେ ବେଆଇନୀ ଭାବେ ବାଲିମାଫିଆ ବାଲୁ ଲୁଟ୍ କରୁଛନ୍ତି। ସୂଚନା ମୁତାବକ ଖୋଲମ ଖୁଲା
ଦିନ ଦ୍ବିପହରରେ ଦାନଗଦି ତହସିଲି ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ପଙ୍କପାଳ ନିଳମଣୀ ଦେଇ ପୁର ଶାଶନ ଅଧିନରେ ଥିବା ବ୍ରାହ୍ମୀ ନଦୀରୁ ଦିନ ଦ୍ବିପହରରେ ବେଧଡକ ଭାବରେ କୋଟି କୋଟି ଟଙ୍କା ର ବାଲି ମାଫିଆ ବାଲି ଲୁଟ୍ କରୁଛନ୍ତି ରାଜ୍ୟ ସ୍ୱ ଲୁଟ୍ ଛନ୍ତି। ଏହାକୁ ନେଇ ପଙ୍କପାଳ ସରପଞ୍ଚ ସ୍ମୃତି ରଞ୍ଜନ ଜେନା ଙ୍କୁ ବାଲି ଲୁଟ୍ ବିଷରେ ପଚାରିବାରୁ କିପରି ଗଣମାଧ୍ୟମ ଙ୍କୁ ଅଶ୍ଳିଳ ଭାଷା କହୁଛନ୍ତି ଶୁଣନ୍ତୁ ‌।ଯାହାକି ବାଲି ଲୁଟ୍ ରେ ସ୍ଥାନୀୟ ସରପଞ୍ଚ ମଧ୍ୟ ସମ୍ଫୃକୃତ ଅଛନ୍ତି ଜିଲା ପ୍ରଶାସନ ପୋଲିସ ପ୍ରଶାସନ ସମ୍ଫୃକୃତ ଅଛନ୍ତି। ସେଥିପାଇଁ ମେସିନ୍ ସାହଯ୍ୟ ରେ ଖୋଲମ ଖୁଲା ବାଲି ମାଫିଆ ବାଲି ଲୁଟ୍ କରୁଛନ୍ତି। ଯାହା ଦ୍ଵାରା ସ୍ଥାନୀୟ ଲୋକମାନେ ଘୋର ବିରୋଧ। ତେବେ କେବେ ଏହି ବାଲି ମାଫିଆ ବାଲି ଲୁଟ୍ କରୀଥିବା ତାଙ୍କ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ ବାଲି ଲୁଟ୍ ବନ୍ଦ ତାକୁ ଅପେକ୍ଷା।ଏହି ଦୃଶ୍ୟ ଆଉ କେଉଁଠି ନୁହେଁ ୧ ନମ୍ବର ବାଲିଘାଟ ୨ ନମ୍ବର ବାଲିଘାଟ ର ଦୃଶ୍ୟ ଦେଖନ୍ତୁ।

Leave a Reply

Your email address will not be published. Required fields are marked *