Spread the love

ଦାସପୁର.. ଠୁ ଚପରିଆ ରାସ୍ତାଅତି ନିମ୍ନ ମାନର ତିଆରି – ଅଳ୍ପ ବର୍ଷା ହେବାରୁ ଚାଲିହେଉନି

ଆଜିଦେଖିବାକୁ ମିଳିଛି ଦଶପୁର ଠାରୁ ଚପରିଆ ରାସ୍ତା r. D. ବିଭାଗ ଦ୍ୱାରା ପରିଚାଳିତ ହେଉଥବା ବେଳେ ଗୋଲାମୁଣ୍ଡା ବ୍ଲକ ଟିଙ୍ଗିପଦର ଗତାଖୁଟା ବ୍ରିଜ ଠାରେ ସ୍ୱଳ୍ପ ବର୍ଷା ହେତୁ ସାଇକେଲ. ମଟର ସାଇକେଲ ଆରୋହୀ ମାନେ ନାହିଁ ନଥିବାରଅସୁବିଧା ଭୋଗୁଛନ୍ତି ଆଜି ସକାଳ ସାତ ଟା ରେ ଏକ ମଟର ସାଇକେଲ ଆରୋହୀ ଦୁଇଜଣ ପଡି କାଦୁଅରେ ଜୁଡୁ ବୁଡୁ ହୋଇ ବାଞ୍ଜିପଦର ସୁରେନ୍ଦ୍ର ଙ୍କ ପାଖ ନଲ କୂପରେ କାଦୁଅ ଧୋଇ ହୋଇ ଥିଲେ ଠିକ ଏହି ସମୟରେ ଚପରିଆ ହାଇସ୍କୁଲ ଶିକ୍ଷକ ବୀର ରଣା ଧର୍ମଗଡ଼ ଠାରୁ ଚପରିଆ ଆସୁଥିବା ବେଳେ ସେମଧ୍ୟ ହଟ ହ ଟା ହୋଇଥିଲେ
ରାସ୍ତା ତିଆରିହେଉଛି ଲୋକଙ୍କ ସୁବିଧା ପାଇ ନା ଅସୁବିଧା ପାଇଁ ଜନସାଧାରଣ j. E. ସାର ତାର ଉତ୍ତର ରଖିବେ ବ୍ରିଜ କାମରେ ନାବାଳିକା ଶିଶୁ ମାନଙ୍କୁ କାମରେ ଲଗାଉଛ ନ୍ତି ସରକାର ଶିଶୁ ଶ୍ରମିକ ରୋକିବା ପାଇଁ ସତନ୍ତ୍ର ଆଇନ ତିଆରି କରିଛ ନ୍ତି ତାଙ୍କ ବିପକ୍ଷ ରେ ଠିକାଦାର ଓ j. E. ମଧୁ ଛନ୍ଦ୍ରିକାରେ ଛୋଟ ଶିଶୁଙ୍କୁ କା ମ ରେ ଲଗାଉଛନ୍ତି ପିଚୁ କାମ ଅତିନିମ୍ନ ମାନରହୋଇଛି ବୋଲି ଜନସାଧରଣ ଅଭିଯୋଗ କରୁଛନ୍ତି ଏହାର ତଦନ୍ତ କରି ପୁନର୍ବାର ତିଆରି କରିବା ପାଇଁ ଜନସାଧାରଣ ଙ୍କ ଦାବିହେଉଛି

ଧର୍ମଗଡ଼ ଉପଖଣ୍ଡ ରୁ kapurchansethia
ଙ୍କ ରିପୋଟ ଜାଗ୍ରତଭାରତ ନୀୟୁଜ

Leave a Reply

Your email address will not be published. Required fields are marked *