ନକଲି ଚିପ୍ସ ଓ କୁରୁକୁରେ ଖାଦ୍ୟ କାରଖାନା ଉପରେ ଚଢ଼ାଉ


ଜେ ବି ଏନ, ୦୭/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଗତକାଲି ଅନୁଗୁଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚିପ୍ସ ଓ କୁରୁକୁରେ ଖାଦ୍ୟ କାରଖାନା ଉପରେ ଚଢ଼ାଉ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ଆଜି ରାତି ପ୍ରାୟ ୯ ଟା ବେଳେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ , ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ ଜବତ କରା ଯାଇଛି
