Spread the love

ନାଲକୋରେ ସ୍ୱଚ୍ଛ ହି ସେବା କାର୍ଯ୍ୟକ୍ରମ

ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ ରେ ଲାଗି ପଡିଛନ୍ତି। ନାଲକୋ ର କର୍ମଚାରୀ ମାନେ ସ୍ୱଚ୍ଛ ଭାରତ ଯୋଜନା ବା ସ୍ୱଚ୍ଛ ହି ସେବା ଏଭଳି ସୁନ୍ଦର କାର୍ଯ୍ୟରେ ସାମିଲ ହୋଇଛନ୍ତି ନାଲକୋ କର୍ମଚାରୀ ଓ ଡିପି ଏସ୍ ସ୍କୁଲର ଏକାଧିକ ଛାତ୍ରଛାତ୍ରୀ,ସାମିଲ ହୋଇଥିଲେ। ଅନୁଗୋଳ ଜିଲ୍ଲା ନାଲକୋନଗର ଠାରେ ସ୍ୱଚ୍ଛ ହି ସେବା କାର୍ଯ୍ୟକ୍ରମ ଜରିଆରେ ନାଲକୋନଗର ତିନି ନଂ ଗେଟ ସେଣ୍ଟ୍ରାଲ ମାର୍କେଟ ସମ୍ମୁଖରେ ସଫା ସୁତାର କରିବା ସହ କି ଭଳି ଭାବରେ ନିଜକୁ ଏବଂ ନିଜ ଅଞ୍ଚଳ ସଫା ରଖି ହେବ ସେ ବିଷୟରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନାଲକୋର ଇଡି ଅମୀୟ କୁମାର ସ୍ୱାଇଁ, ଜିଏମ୍ ସ୍ୱାଗତ ଆନନ୍ଦ ବାସୁ, ନାଲକୋ ପ୍ରଶାସନିକ ଅଧିକାରୀ, ଡିଜିଏମ ରାଜାରାମ ମିଶ୍ର ,ଇ ଷ୍ଟେଟର ଲଲାକେନ୍ଦୁ ମହାପାତ୍ର , ଜି ଏମ , ଡିଜିଏମ ନାଲକୋ ପି.ଆର.ଓ ସମୀର ମାଝୀଙ୍କ ସହିତ ନାଲକୋ ର ସମସ୍ତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *