Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନିମ୍ନମାନର ନୂତନ ସ୍କୁଲ କାର୍ଯ୍ୟ କୁ ଗ୍ରାମବାସୀ ଙ୍କ ବିରୋଧ

ଜେ ବି ଏନ, ୯/୧୨/୨୦୨୦, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତିବାରି ଗ୍ରାମ ପଞ୍ଚାୟତ ର ବୈରିମାଳ ସରକାରି ଉଚ୍ଚ ବିଦ୍ୟାଳୟ ରେ ନୂତନ ସ୍ମୂଲ ଘରର ନିମ୍ନମାନର କାର୍ଯ୍ୟ କୁ ଅଭିଭାବକ ଓ ଗ୍ରାମବାସୀ ବିରୋଧ କରି ଥିଲେ। ଆଜି କି ଆଠମାସ ହେବ ବିନା ସୂଚନା ଫଳକ ରେ ସ୍କୁଲ ର କାମ ହେଉଥିବା ସହିତ ସ୍କୁଲ ବ୍ଲିଡିଙ୍ଗୀ ର ଛାତ ଓ କାନ୍ଥ ଫାଟିଲା ସହିତ ଘରର ପୀଲର ମଧ୍ୟ ଠିକସେ ହୋଇ ନ ଥିବା ଦେଖା ଯାଉଛି। ଆହୁରି ମଧ୍ୟ କାମ ଶେଷ ନ ହେବା ପୂର୍ବରୁ ପ୍ଲାଷ୍ଟର ମଧ୍ୟ ଖସି ପଡ଼ି ଲାଣୀ ।ଘରଟୀ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏହି ଘରେ ପିଲା ମାନଙ୍କ ପାଠ ପଡିବା ସୁରକ୍ଷିତ ନୁହେଁ ବୋଲି ଅଭିଭାବକମାନେ କହିଛନ୍ତି।ଏହାକୂ ନେଇ

ଅଭିଭବକ ମାନେ ଅଭିଯୋଗ ଯେ ଏହି ସ୍କୁଲରେ ହୋଇଥିବା ନିମ୍ନମାନର କାର୍ଯ୍ୟ କୁ ଭଙ୍ଗା ଯାଇ ଯଥା ଶୀଘ୍ର ନୂତନ କାର୍ଯ ନ ହୁଏ ତେବେ ବାଧ୍ୟ ହୋଇ ଗ୍ରାମ ବାସି ଓ ଅଭିଭାବକ ମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।