Spread the love

ପଣ୍ଡକୁଲ୍ ଆମ୍ବେଦକରଛକରେ ଆଜି ପବିତ୍ର ୭୭ତମ୍ ସମ୍ବିଧାନ ଦିଵସ ପାଳିତ ହୋଇ ଥିଲା,

ଗୋଲାମୁଣ୍ଡା/୨୯/୧୧/୨୬/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚୀଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଣ୍ଡକୁଲ୍ ଗ୍ରାମର ଆମ୍ବେଦ କର ଛକ ନିକଟରେ ପବିତ୍ର ୭୭ତମ୍ ସମ୍ବିଧାନ ଦିବସ ମହାସମାରୋହରେ ଶତାଧିକ ମହିଳା ଓ ପୁରୁଷ ଓ ବିଦ୍ୟାର୍ଥୀ ଙ୍କ ଉପସ୍ଥିତରେ ପାଳିତ ହୋଇ ଥିଲା, ସର୍ବ ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ର ଓ ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ଦୀପ ପୁଷ୍ପ ଧୂପ ସହ ହୁଳହୁଳୀରେ ପ୍ରକମ୍ପିତ ହୋଇ ଥିଲା ମଞ୍ଚ, ଏହି ପରିପ୍ରେକ୍ଷିରେ ମୁଖ୍ୟ ଅତିଥି ଭାବେ ମକରନ୍ଦ ଦୀପ, ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ କୁମ ସୁନାନୀ, ରାଜ ପାଲ ନିଆଲ, ମୁରଲୀ ବାଗ, ତ୍ରିଲୋଚନ ବିହାରୀ, ମୁଖ୍ୟ ବକ୍ତା ହରିଶଙ୍କର ନିଆଲ, ଉଦିଆ ନିଆଲ, ଭୁବନେ ସୁନାନି, ଯୋଗ ଦେଇ ସମ୍ବିଧାନ ବିଶୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ, ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଓ ବୁଦ୍ଧି ଯିବି ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଥିଲା ବେଳେ ଗୋଲାମୁଣ୍ଡା ବ୍ଲକ ଓ ଧର୍ମଗଡ ବ୍ଲକ କୃଷି ଅଧିକାରୀ ନୌକିସର ନାଗ , ଗୁଣା କର ନାଇକ , ଓ ଜନ ସମ୍ପର୍କ ସାମ୍ୱାଦିକ ସଂଘର ସହ ସମ୍ପାଦକ କପୂର୍ଚ୍ଚନ ସେଠୀଆ, କୋଷାଧକ୍ଷ ଡମ୍ବରୁ ଧର ଜାଲ ପ୍ରମୁଖ ଉପସ୍ଥିତ ରହିଥିଲେ, ଏହି ଅବସରରେ ଅହଲ୍ୟା ସେନାପତି, ଏବଂ ରୀନା ସେନାପତି ଭାରତ ମାତାଙ୍କ ଭଜନ ପରିବେଷଣ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଜିତ ସେନାପତି, ଯୁଗେଶ୍ୱର ସେନାପତି, ସତ୍ୟବାହାନ ସେନାପତି, ବବ୍ରୁ ବାହାନ ମହାନନ୍ଦ, ଦୀପକ ଦୁର୍ଗା, ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଜିତ ସେନାପତି, ଯୁଗେଶ୍ୱର ସେନାପତି, ସତ୍ୟବାହାନ ସେନାପତି, ବବ୍ରୁ ବାହାନ ମହାନନ୍ଦ, ଦୀପକ ଦୂର୍ଗା, ଧନୁର୍ଜୟ ସେନାପତି, ରାଜ କୁମାର ସେନାପତି, ସଦା ସେନାପତି, ମନୁହର ସେନାପତି ପ୍ରମୁଖ ସହଯୋଗ କରିଥିଲେ,

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *