Spread the love

ପଥରସନି ନିକଟରେ ଭାରସାମ୍ୟ ହରାଇ ଟେମ୍ପୁ ଓଲଟି ୩ ଗୁରୁତର ୫ରୁ ଉର୍ଦ୍ଧ ଆହତ

କୁମୁଣ୍ଡା ରୁ କୋଷଳା ରାସ୍ତାର ପଥରସନି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୁ ଘଟଣାରୁ ପ୍ରକାଶ ଯେ ଆଜି ବାଗେଡିଆ ଅଞ୍ଚଳରୁ କିଛି ୧୦ଜଣ ମହିଳା କୁମୁଣ୍ଡା ଅଞ୍ଚଳକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଫେରୁଥିବା ସମୟରେ ପଥରସନି ନିକଟରେ ଟେମ୍ପୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ୩ଗୁରୁତର ହୋଇଥିବା ବେଳେ ୫ରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ରହିଅଛି ସମସ୍ତଙ୍କୁ ଭାଲୁଗାଡିଆ ଗ୍ରାମର ଜୟନ୍ତ ସେଠୀ ନିଜ ଗାଡିରେ ସମସ୍ତଙ୍କୁ ବସାଇ କୋଶଳା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିବା ସୂଚନା ରହିଅଛି

Leave a Reply

Your email address will not be published. Required fields are marked *