Spread the love

ପାଟରାଣୀ ଉତ୍ପାଦନ କମ୍ପାନୀ ଲିଃ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଗୋଲାମୁଣ୍ଡା, ୨୨/୦୯ : ଖଲିଆପାଲି ଗ୍ରାମର ପାଟରାଣୀ ଉତ୍ପାଦନ କମ୍ପାନୀ ଲିଃ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମପଞ୍ଚାୟତ ଅଧିନରେ ଥିବା ପଦମପୁର ଗ୍ରାମର ଧାନମଣ୍ଡି ଆମ ତୋଟା ଠାରେ ପାଟରାଣୀ ଉତ୍ପାଦନ କମ୍ପାନୀ ଲିଃ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଫୁଲମତି ମାଝୀ ସଭାର ସଭାପତିତୃ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବଂ ଏ.ସ.ଜି ମା ମାନଙ୍କୁ ସ୍ବବଲମ୍ବି ଭାବରେ କିଭଳି ଲାଭବାନ ହେବେ ସେ ବିଷୟରେ ହରିଶଙ୍କର ଟୋଲଟିଆ ବୁଝାଇ ଥିଲେ। ଏହି ସଭାର ଅତି ସୁନ୍ଦର ଭାବରେ ପରିଚାଳନା c. E.. O.ରୋହିତ ତାଣ୍ଡି କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ କୃଷି ଅଧିକାରୀ ଶ୍ରୀଯୁକ୍ତ ଛନ୍ଦାଚରଣ ଭୋଇ , କୃଷି କାଯ୍ୟ ବିଷୟରେ ସୁନ୍ଦର ଭାବରେ ବୁଝାଇ ଥିଲେ ପ୍ରାଣୀ ଚିକିତ୍ସିତ ଅଧିକାରୀ ଫକୀରମୋହନ ରାଉତ , ହର୍ଷଟ ଟ୍ରଷ୍ଟର କର୍ମକର୍ତ୍ତା ସିମିତାରାଣି କବାଟ, ପ୍ରଫୁଲ ସାହୁ, ଶଙ୍କର ସୁନାନୀ, ଏ,ସ,ଜି ଗ୍ରୁପ ର ମା ଭଉଣୀ ମାନେ ଓ ଆଦାମ ସେନାପତି , ବେଣୁଧର ଭୋଇ, ସନ୍ଥରମ୍ ଭୋଇ ଓ ଅନ୍ୟାନ୍ୟ କର୍ମକର୍ତ୍ତା ତିନି ସହରୁ ଅଧିକ ଉପସ୍ଥିତ ରହିଥିଲେ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି, କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ

Leave a Reply

Your email address will not be published. Required fields are marked *