Spread the love

ପାଣିପାଗ ବିଭାଗର ଖବର ଅନୁଯାୟୀ ଢେଙ୍କାନାଳ ରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି, ସୂଚନା ମିଳିବାର କିଛି ସମୟ ପରେ ଦେଖନ୍ତୁ ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ର ଷୋଳ ନମ୍ବର ୱାର୍ଡ ଓ କୋଡିଏ ନମ୍ବର ୱାର୍ଡ ର ଏ ବିକଳ ଚିତ୍ର, ପ୍ରବଳ ବର୍ଷାରେ ଢେଙ୍କାନାଳ ସହରର ବର୍ଷାପାଣି ଏହି ଟାଉନ ପ୍ଳାନିଙ୍ଗ ର ଦୁଇଟି ୱାର୍ଡରେ ପଶିବା ଆରମ୍ଭ କରିଛି, ଡ୍ରେନ ଗୁଡିକ ଛୋଟ ହୋଇଥିବାରୁ ବର୍ଷା ପାଣି ଉଛୁଳୁକି ଦୁଇ ୱାର୍ଡରେ ପଶିବାରେ ଲାଗିଛି, କେତେକ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିବା ଆରମ୍ଭ କଲାଣି, ଲୋକେ ମାନେ ମଧ୍ୟ କେହି ଘରୁ ବାହାରୁ ନାହାଁନ୍ତି,

Leave a Reply

Your email address will not be published. Required fields are marked *