ପୁରୀ: ପୁରୀ ସମୁଦ୍ରର ସେକ୍ଟର ୧୪ରେ ଗାଧୋଇବା ବେଳେ ଭାସିଯାଉଥିଲେ ପର୍ଯ୍ୟଟକ। ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ଦିଲ୍ଲୀପ ସିଂ।