Spread the love

ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

__ ଆଇନା ପ୍ରକାଶନ ଆନୁକୁଲ୍ୟରେ ଓଡ଼ିଶାର ସୁପରିଚିତ ଲେଖକ,କବି ବିଭୁତି ଭୁଷଣ ମିଶ୍ରଙ୍କ ରଚିତ ଦୁଇଟି କବିତା ସଂକଳନ ସୟାହ୍ନ ଚିନ୍ତନ ଓ କାନ୍ଦୁଛି ପ୍ରତିଟି ଶିଳା ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ ଠାରେ ଲୋକାର୍ପିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଶିଷ୍ଟ ସାହିତ୍ୟକ ତଥା ପୃର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ତଥା ବାଗ୍ନି କବି ପଦ୍ମାକର ଗୁରୁ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଓଡ଼ିଶା ମାନବାଧିକାର ସଂଘର ସାଧାରଣ ସଂପାଦକ ଅସୀମା ପଟ୍ଟନାୟକ, ପ୍ରାଣକୃଷ୍ଣ ଦାଶ, ରମାକାନ୍ତ ପଟ୍ଟନାୟକ,ଶ୍ରଧର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଆଇନାର ପ୍ରକାଶକ ଓ ସଂପାଦକ କ୍ଷେତ୍ର ବାସି ସାହୁ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ଟିକୁ ସଂପାଦନ କରିଥିଲେ ବିଶିଷ୍ଟ ସାହିତ୍ୟିକା ତଥା ଶିକ୍ଷାବିତ ପୁଲିସ ମିଶ୍ର।

Leave a Reply

Your email address will not be published. Required fields are marked *