Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରଭୂ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ

 

 

ଜେ ବି ଏନ, ୧୨/୦୩/୨୦୨୧, ଭୁବନେଶ୍ବର : କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହୋଇଯାଇଛି l ଭୁବନେଶ୍ବର ଠାରେ ପ୍ରଭୂ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିଥିଲା । ସମୟ ପୂର୍ବରୁ ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ

ଉଠିଥିଲା । ଏକ ଭକ୍ତିମୟ ପରିବେଶରେ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଓ କୋଭିଡ କଟକଣା ଭିତରେ ପ୍ରଭୂଙ୍କ ନୀତିକାନ୍ତି ସମାପନ ହୋଇଯାଇଛି ।