Spread the love

ପ୍ରୋବେସନ୍ ରେ ଥିବା ଆଇଏଏସ ଅଧିକାରୀ ସମୀର ଜେନା ଏମକେସିଜି ମେଡ଼ିକାଲର ବିଭିନ୍ନ ବିଭାଗ ପରିଦର୍ଶନ

ବ୍ରହ୍ମପୁର..ଆଇଏ ଏସ ଅଧିକାରୀ ସମୀର ଜେନା ଏମକେସିଜି ମେଡ଼ିକାଲ ର ନିରାମୟ ଔଷଧ କେନ୍ଦ୍ର, ଭରୋଗୀଙ୍କ ନିମନ୍ତେ ଉପଲବ୍ଧ ଟିକେଟ କାଉଣ୍ଟର,ଏବଂ ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ଭିତ୍ତିଭୂମି ଏବଂ ରୋଗୀ ସେବା ନିମନ୍ତେ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ନେଇ ସମୀକ୍ଷା କରିଥିଲେ।ଏହି ଅବସରରେ ହସ୍ପିଟାଲ ମ୍ୟାନେଜର ସିଦାର୍ଥ ପ୍ରଧାନ, ମାନସ ପାଣିଗ୍ରାହୀ, ରଶ୍ମି ପାଣିଗ୍ରାହୀ ଙ୍କ ସମେତ ବହୁ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ।ରୋଗୀସେବା କିଭଳି ଆହୁରି ବ୍ୟବସ୍ଥିତ ହେବ ସେନେଇ ଆଲୋଚନା କରିଥିଲେ ବିଭାଗୀୟ ଅଧିକାରୀ ସହିତ।

Leave a Reply

Your email address will not be published. Required fields are marked *