Spread the love

ଫିନ୍‌ଲାଣ୍ଡ୍ ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ର ନୂଆ ସଦସ୍ୟ ହୋଇଛି । ଏହି ସାମରିକ ମେଣ୍ଟରେ ସାମିଲ ହୋବରେ ଫିନ୍‌ଲାଣ୍ଡ୍ ୩୧ତମ ଦେଶ ହୋଇଛି । ନାଟୋ ସେକ୍ରେଟାରୀ ଜେନେରାଲ୍ ଜେମ୍ସ ଷ୍ଟୋଲନ୍‌ବର୍ଗ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *