Spread the love

ବଡ଼ ଭାଇଙ୍କ ଟାଙ୍ଗୀଆ ଚୋଟରେ ସାନ ଭାଇର ଘଟଣାସ୍ଥଳରେ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଛୋରିଆଗଡ ଗ୍ରାମରେ ଆଜି ଏକ ବଡ ଅଭାବନୀୟ ଘଟଣା ଘଟିଛି।କଥାରେ ଅଛି ଭାଠରୁବଡଶତୃ ଦୁନିଆରେନାହି, ଭାଇଠାରୁବଡମିତ୍ର ଦୁନିଆରେ ନାହଁ,ସେହି ଭାଇ ଦିନେ ହତଚାଲିବା ଶିଖେଇ ଥିଲା,ଧୁଲିଖେଲ ଶିଖେଇ ଥିଲା,ଆଜି କ’ଣ ହେଇଗଲା ଜେ ,ଏକାଥରକେ ପଚାଶ ବର୍ଷର ସୁନ୍ଦର ସମ୍ପର୍କକୁ ନିମିଶକେ ଭୁଲିଗଲା,ବଡ଼ଭାଇ ଶ୍ରୀଗୋପି ବାଗ ବୟଷ 50,ନୀଜ ସାନଭାଇ ଶ୍ରୀଜୁଗଲ ବାଗ (କନ୍ଦା)ବୟଷ 45କୁ ଗୁଣିଗାରେଡ଼ି ସନ୍ଧେହ କରି ନିଜ ଗ୍ରାମ ଛୋରିଆଗଡ ରେ ଟାଙ୍ଗିଆରେ ହାଣି ଦେଇଥିଲେ,ଫଲରେ ଭାଇ ଭାଇର ସମ୍ପର୍କ ଲିଭିଗଲା ଓ ଘଟଣାସ୍ଥଳରେ ମୃତ୍ୟୁ ହୋଇଜାଇଥିଲା,ଗ୍ରାମରଲୋକ ଜୁନାଗଡ ପୋଲିସ କୁ ଜଣେଇ ଥିଲେ, ପୋଲିସ ପହଞ୍ଚି ଶବକୁ ଆୟତରେ ରଖି ସାନଭାଇକୁ ମାରିଥିବା ଶ୍ରୀଗୋପି ବାଗ କୁ ପୋଲିସ ନେଇଯାଇଛି,ଓ ଗୋପି ଅସୁସ୍ଥ ଥିବାରୁ ପୋଲିସ ଡାକ୍ତରଖାନା ରେ ଗୋପିକୁ ଭର୍ତ୍ତି କରାଯାଇଛି ଓ ପୋଲଷ ଛାନଭିନ ଜାରି ରଖିଛି, କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *