Spread the love

ବନ ମହୋତ୍ସବ

କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ ଲଖନପୁର
୦୭/୦୭/୨୦୨୩, ଲଖନପୁର, ଅମ୍ବାଭୋନା
ଅଦ୍ଯ ତାରିଖ ୦୭/୦୭/୨୦୨୩ ଶୁକ୍ରବାର ଦିନ ଅପରାହ୍ନ ୨ ଟା ସମୟ ରେ କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ ରେ ବନ ମହୋତ୍ସବ ପାଳନ କରାଯାଇ ଥିଲା।DFO HIRAKUD WILD LIFE DIVISION, ଅଂଶୁପ୍ର୍ଞା ଦାଶ ମୁଖ୍ଯ ଅତିଥି ଭାବେ ଯୋଗ ଦାନ କରିଥିବା ବେଲେ, ସମ୍ମାନିତ ଅତିଥି ଭାବେ ରେଞ୍ଜର ଦିଲିପ କୁମାର ଧଳ, ବିଦ୍ଯାଲୟ ପରିଚାଳନା କମିଟି ସଭାପତି ଅଶୋକ କାଲୋ ଯୋଗ ଦାନ କରିଥିଲେ। ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵନାଥ ସାହୁ। ସଭା ପରିଚାଳନା କରି ଥିଲେ ବିଗ୍ଯାନ ଶିକ୍ଷକ ଶ୍ରୀ ମନୋହର ସାହୁ। ଏହି ଅବସରରେ DFO ମହୋଦୟା ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇ ବା ପାଇଁ ଆହ୍ବାନ କରିଥିଲେ। ୟଥ ଏବଂ ଇକୋ କ୍ଲବ ପକ୍ଷରୁ ୨୦୦ ଚାରା ରୋପଣ କରାଯାଇ ଥିଲା। ବିଦ୍ଯାଲୟ ର ଶିକ୍ଷକ ଶ୍ରୀ ସୁଶାନ୍ତ ଦେହେରୀସୁଜିତ ପଶାୟତ, ଜନାର୍ଦ୍ଦନ ସା, ଗୁଶନିଧି ମିର୍ଧା, ଘନଶ୍ୟାମ ପ୍ରଧାନ, ସୁରେଶ ମହାନନ୍ଦ, ସନ୍ତୋଷୀନି ସେଠ, ବିଦୁଭୁଷଣ ସାହୁ, ଦେବେନ୍ଦ୍ର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ଶ୍ରୀ ସୁଜିତ ପଶାୟତ।

Leave a Reply

Your email address will not be published. Required fields are marked *