Spread the love

ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବାଲିକୁଦା କରକେଇ ହାଟ ପଡିଆରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ ଅଧକ୍ଷ୍ୟ ରଘୁନନ୍ଦନ ଦାସ ଙ୍କ ନେତୃତ୍ୱରେ ଜଗତସିଂହପୁର ସାଂସଦ ପ୍ରାଥୀନି ଡକ୍ଟର ରାଜଶ୍ରୀ ମଲ୍ଲିକ, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାଥୀ ସାରଦା ପ୍ରସନ୍ନ ଜେନା, ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ, ଯୁବ ନେତା ସୋମ୍ୟରଞ୍ଜନ ମହାପାତ୍ର, ପାର୍ଥ ସାରଥୀ ରାଉତ ପ୍ରମୁଖ ଯୋଗଦେଇ ଚଳିତ ନିର୍ବାଚନ ରେ ମାଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ବିଧାୟକ ପ୍ରାଥୀ ସାରଦା ପ୍ରସନ୍ନ ଜେନା ଏବଂ ସାଂସଦ ପ୍ରାଥୀନି ଡକ୍ଟର ରାଜଶ୍ରୀ ମଲ୍ଲିକ ଙ୍କୁ ଡବଲ ଶଙ୍ଖ ଚିହ୍ନ ରେ ଭୋର୍ଟ ଦେଇ ନିର୍ବାଚିତ କରିବାକୁ ଆହ୍ୱାନ ଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *