Spread the love

କଟକ – କଟକ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । ଆଜି ଠାରୁ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର । ବାରବାଟୀ ପ୍ୟାଲେସ୍‌ରୁ ସଂଗ୍ରହ ଓ ଦାଖଲ କରିପାରିବେ ଆବେଦନପତ୍ର । ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ।

ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ ।

Leave a Reply

Your email address will not be published. Required fields are marked *