Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜୁ ବାବୁଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଲେ ତାଳଚେର ବିଧାୟକ 

(ଜେ.ବି.ଏନ୍, ୦୫/୦୩ /୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ )କଣିହାଁ : ପ୍ରବାଦ ପୁରୁଷ ମହାନ ଜନ ନାୟକ ବିଜୁ ବାବୁଙ୍କ ର ୧୦୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଳଚେର ବିଜୁ ଜନତା ଦଳ ତରଫରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଠାରୁ ଜଗନ୍ନାଥ କଳାକେନ୍ଦ୍ର ଏକ ସାଇକେଲ ରାଲି କରିବା ସହିତ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଙ୍କ ସମେତ ସମସ୍ତ ଛାମୁଆ ସଂଗଠନ ର କର୍ମକର୍ତ୍ତା ଓ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।