Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜେପିର ପ୍ରତିଷ୍ଠା ଦିବସରେ ଗଞ୍ଜମ୍ ଜିଲ୍ଲା ମହିଳା ମୋର୍ଚା ବିଜେପି ପକ୍ଷରୁ ବିଜେପିର ପତାକା ଉତ୍ତୋଳନ

 

 

ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ,   ରୂପକ ମହାନ୍ତି ), ଅନୁଗୋଳ : ଆଜି ବିଜେପି ର ପ୍ରତିଷ୍ଠା ଦିବସରେ ଗଞ୍ଜମ୍ ଜିଲା ମହିଳା ମୋର୍ଚା ବିଜେପି ପକ୍ଷରୁ ବିଜେପି ର ପତାକା ଉତ୍ତୋଳନ କରାଯାଇଥିଲା l ଗେଟ୍ ବଜାର ସ୍ଥିତ ମୁକ୍ତେଶ୍ଵର ମନ୍ଦିର ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ଏସ୍ ରାଣୀ ପତାକା ଉତ୍ତୋଲନ କରିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ l