Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଜେପି ବାଣୀବିହାର ମଣ୍ଡଳ ପକ୍ଷରୁ ବନ୍ଧୁ ମିଳନ

 

 

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର : ବିଜେପି ବାଣୀବିହାର ମଣ୍ଡଳ ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱରର ତିନୋଟି ଯାକ ବିଧାନସଭା କ୍ଷେତ୍ରର ତିନି ବିଜେପି ବିଧାୟକ ପ୍ରାର୍ଥୀ ଯୋଗ ଦେଇ ସେମାନଙ୍କ ଅତୀତର ଅଭିଜ୍ଞତା କହିବା ସହ ଅଧିକରୁ ଅଧିକ କର୍ମୀଙ୍କୁ ଦଳରେ ସାମିଲ କରି ଦଳକୁ ମଜବୁତ କରିବା ପାଇଁ କହିଥିଲେ।ଏହା ସହିତ ଦଳ ପକ୍ଷରୁ ଆୟୋଜିତ ହେଉଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଦଳ ପାଇଁ କଠିନ ପରିଶ୍ରମ କରିବା ପାଇଁ କାର୍ଯ୍ୟକାର୍ତ୍ତା ମାନଙ୍କୁ ପ୍ରବର୍ତ୍ତାଇ ଥିଲେ।