Spread the love

ବିଦ୍ୟୁତ ଅଭାବରେ ଶିଶୁଙ୍କର ଦୁଖ: ସମସ୍ୟା


ଅଙ୍କଡିହି, ମହଦା
ତା୦୩.୦୭. ୨୦୨୬ମ:
ଦୀର୍ଘ ଦେଢମାସ ହେବ ଜମନକିରା ବ୍ଲକ୍ ମହଦା
ଗ୍ରାମ ପଞ୍ଚାୟତ ଅଧୀନସ୍ଥ
ଅଙ୍କଡିହି ଗ୍ରାମ ର ସ୍କୁଲ
ପଡାର ଟ୍ରାନ୍ସଫର୍ମର ଟି
ଚୋରୀ ହୋଇଯାଇଛି ।
ଏ ବାବଦରେ ଲଇଡା ବିଦ୍ୟୁତ୍ ସବ୍ ଷ୍ଟେସନ୍ ର
ବିଭାଗୀୟ ଯନ୍ତ୍ରୀଂକୁ ଲେଖି
ଜଣେଇଛୁ। ଏହି ଟ୍ରାନ୍ସଫର୍ମର୍ ରୁ ପ୍ରାଥମିକ ସ୍କୁଲ କୁ ଲାଇନ୍ ସଂଯୋଗ
ହୋଇଛି ।ଫଳରେ ବିଦ୍ୟାଳୟ ର ନାହିଁ ନ ଥିବା ପରିସ୍ଥିତି ହୋଇଛି ।
ପାଣି ସପ୍ଲାଏ ପାଇଁ ସଂଯୋଗ ଥିବା ପାଣି ମୋଟର୍, ପାଇଖାନା
ପଙ୍ଖା,,ଟି ,ଭି, ଫେନ୍ ଅଚଳ ହୋଇଯାଇଛି।
ଯଦ୍ୱାରା ଜଙ୍ଗଲ ସଂଲଗ୍ନ
ପଡାର ଲୋକେ ଏବଂ
ବିଦ୍ୟାଳୟ ର ବିଶେଷ
ଅସୁବିଧା ହେଉଛି।
ଯଥାଶୀଘ୍ର ଏ‌ହାର ସମାଧାନ ପାଇଁ ବିଭାଗୀୟ
କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପ୍ରତିକାରପାଇଁ ଦାବୀ
ହେଉଛି। ।

Leave a Reply

Your email address will not be published. Required fields are marked *