Spread the love

ବିଭିନ୍ନ ଶୈବ ପୀଠ ରେ ମହାଶିବ ରାତ୍ରୀ ପାଳିତ

ପୁରାଣ ଇତିହାସକୁ ନେଇ ସାରା ଦେଶରେ ମହାଶିବ ରାତ୍ରି ଜାଗର ପାଳିତ ହୋଇ ଯାଇଛି. ମୁ କହୁନି ଇତିହାସ କହେ ଜଣେ ଶବର ନୁରଶୁଂଶୟ ଭାବରେ ଦୈନିକ ଯିବ ଜନ୍ତୁ. ହତ୍ୟା କରି ଆହାର କରିବା ପାଇଁ ଅପହରଣକରି ଚଲୁଥାଏ ଦିନେ ଏହି ଶବର ଜଣକ ଜଙ୍ଗଲ କୁଯାଇ ଶିକାର କରି. ସମୟ ହୋଇ ନାହଁ କହି ପୁଣି ଶିକାର ଆଶାରେ ଶିକାର କରିବାକୁ ଯାଇ ସନ୍ଧ୍ୟା ହୋଇ ଗଲା ଏହାକୁ ଦେଖିବା ମାତ୍ରେ ମହାବଲି ବାଘ ଘାତକ ସାଜିଲା. ଶବର କଣ କରିବ ଚଢି ଥିବା. ବୃକ୍ଷର ଡାଳକୁ ତୋଳି ଫୋପାଡୁ ଥାଏ. ବାଘ ପଳାଇ ଜୀବା ଉଦେଶ୍ୟରେଏମିତି ରାତି ସାରା ଫୋପାଡ଼ିବାରେ ଲାଗିଲା. ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ. ଯେଉଁ ବୃକ୍ଷ ରେ ଶବର ଚଢ଼ିଥିଲା ସେ ଵୃକ୍ଷ ଟି ଥିଲା ବେଳ ବୃକ୍ଷ ଓ ତଳେ ଶିବ ଲିଙ୍ଗ ଆବିର୍ଭାବ ହୋଇଥାଏ
ରାତିସାରା ଫୋପାଡ଼ି ଥିବା ବେଳ ପତ୍ର ସବୁ ଶିବ ଲିଙ୍ଗ ଉପରେ ପଡ଼ିଥିଲା ମହାବଲି ବାଘ ପଳାଇ ଯିବାରୁ ତଳକୁ ଓଲ୍ହାଇ ଯିବାରୁ ମହାବଲୀ ବାଘ ମାଡି ବସିଲା. ରାତ୍ରି ଉଜାଗର ରହି ଶିବ ଲିଙ୍ଗରେ ବେଳ ପତ୍ର ଢ଼ାଳି ଥିବାରୁ ମହାଦେବ ତ୍ରାଣକର୍ତା ରକ୍ଷା କରି ଥିଲେ. ଏହି ଦିନଟିକୁ ମହାଶିବ ରାତ୍ରି ଭାବେ ଦୀପ ଜାଲି ଜାଗର କରାଯାଉଛି.
ଆଜି ସନ୍ଧ୍ୟା ମାଘ ଚତୁର୍ଦଶୀ ଦିନ ମହାଶିବରାତ୍ରି ପାଳିତ ହୋଇଥାଏ ଏହା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନସ୍ତ. ଟିଙ୍ଗିପଦର ଶିବ ମନ୍ଦିର.. ଗଦଲା ଶିବମନ୍ଦିର. ମକୁନ୍ଦପୁର. ଚପରିଆ. ଗୋଲାମୁଣ୍ଡା. ସାରାଦେଶରେ ପାଳନ କରାଯାଇଥିବାର ଦେଖିବା କୁ ମିଳିଛି
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁକ

Leave a Reply

Your email address will not be published. Required fields are marked *