Spread the love

ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ପ୍ରହଲ୍ଲାଦ ସାମଲଙ୍କ ୨୬ ତମ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଯାଜପୁର ___ ଯାଜପୁର ଜିଲ୍ଲା ବରି ବ୍ଳକର କ୍ଷେମେଶ୍ଵର ଠାରେ ବିଶିଷ୍ଟ ସମାଜସେବୀ ଶିକ୍ଷାବିତ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ପ୍ରହଲ୍ଲାଦ ସାମଲଙ୍କ ୨୬ ଚମ ଶ୍ରାଦ୍ଧ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ସେ ତାଙ୍କ ଜିବନ କାଳରେ ପୁତ୍ର,କନ୍ୟା ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷିତ କରି ମଣିଷ ପରି ମଣିଷ ଗଢି ଥିଲେ ବୋଲି ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଥିଲେ।ବିଜୟ କୁମାର ସାମଲ,ଗିତାଞଳି ସାମଲ, ସଞ୍ଜୟ କୁମାର ସାମଲ,ନମିତା ସାମଲ,ସରୋଜ କୁମାର ମଲ୍ଲୀକ,ରମେଶ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ସାମଲ,ଦିଲିପ କୁମାର ବିଶ୍ଵାଳ,ପ୍ରଦୀପ କୁମାର ବରାଳ, ମଞ୍ଜୁଲତା ସାମଲ,ମନୋରମା ସାମଲ,ମମତା ବିଶ୍ଵାଳ,ବନିତା ବରାଳ,ଲିସା ସାମଲ, ସୋମନାଥ ସାମଲ, ରୁଦ୍ରନାରାୟଣ ସାମଲ, ପ୍ରଧାନଶିକ୍ଷକ ଅଶୋକ କୁମାର ସାମଲ, ପ୍ରଦୀପ୍ତ ସାମଲ, ଗୋବର୍ଦ୍ଧନ ନାୟକ, କାମଦେବ ନାୟକ,ଶରତ କୁମାର ସାମଲ, ବାସୁଦେବ ସାମଲ, ଦାମୋଦର ନାୟକ ପ୍ରମୁଖ ଯୋଗଦେଇ ଥିଲେ ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *