Spread the love

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିନ। ମହାରାଜ କଂସ ହାତୀ ପିଠିରେ ବସି ନଗର ଭ୍ରମଣ କରିଛନ୍ତି। ସନ୍ଧ୍ୟାରେ ବରଗଡ଼ ଲୋକ ମଣ୍ଡପ ପଡ଼ିଆରେ ରଙ୍ଗ ମହଲ ଉଦଘାଟିତ ହୋଇଛି। ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଏସପି ପ୍ରହଲ୍ଲାଦ ସହାଇ ମୀନା ଓ ଅନେକ ବିଶିଷ୍ଟ ବ୍ୟକ୍ତି ରଙ୍ଗ ମହଲରେ ଉପସ୍ଥିତ ଅଛନ୍ତି।

ଏହି ଅବସରରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଉଛି।

Leave a Reply

Your email address will not be published. Required fields are marked *