Spread the love

ବ୍ରହ୍ମପୁରରେ ହେବ ଗ୍ରୀନ ହାଇଡ୍ରୋଜେନ କାରଖାନା

ଟାଟା ଏସଇଜାଡ ଭିତରେ ହେବ ହାଇଡ୍ରୋଜେନ କାରଖାନା। ୨୦ ହଜାର କୋଟି ଟଙ୍କା ବିନିଯୋଗ କରିବ କମ୍ପାନି ।
-ସିଧାସଳଖ ଭାବେ ୪ ହଜାର ଲୋକେ ନିଯୁକ୍ତି ପାଇବେ ।
ବ୍ରହ୍ମପୁରରେ ସୂଚନା ଦେଲେ 5T ସଚିବ ଭି.କେ ପାଣ୍ଡିଆନ।

Leave a Reply

Your email address will not be published. Required fields are marked *