Spread the love

ବ୍ଲକ ସ୍ତରୀୟ ୱାଟରସେଡମହୋତ୍ସଚ କାର୍ଯ୍ୟକ୍ରମ ଅନୁଷ୍ଠିତ

……….. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ 2026 ସମାରୋହରେ ସୋମବାର ଦିନ ପଙ୍ଗତିରା ପଂଚାୟତ ଶୁଭ ଆନୁକୂଲ୍ୟରେ ପ୍ରଭାତ ଫେରି କାର୍ଯ୍ୟକର୍ମ ପରିଚାଳିତ ହୋଇଯାଇଛି.ଜଳ ହିଁ ଜୀବନ. ଜଳ ବିନା ଜିବ ଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିଯାଏ.ଏହି ପରିପେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଂସ୍ଥାକୁ ତୋରାନ୍ୱିତ କରିବା ପାଇଁ କମିଟି ଗଠନ କରାଯାଇଛି. ଢେଙ୍କାନାଳ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନୟନ ବିଭାଗ ଆନୁକୂଲ୍ୟରେ ପଙ୍ଗାତିରା ଗ୍ରାମରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ 2.0 ଯୋଜନା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବାରଘାଇ ନାଳ ଜାଳବିଭାଜିକା କମିଟି ସହଯୋଗରେ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ ଶୁଭାରମ୍ଭ କରାଯାଇଛି ଏହା କିପରି ପ୍ରତିଫଳିତ ହୋଇ ପାରିବ ସେଥିପାଇଁ ପଙ୍ଗାତିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ଫେରି କରାଯାଇଥିଲା ଜଳବିଭାଜିକା ସମ୍ପକିତ ସଚେତନତା ବାର୍ତ୍ତା ପାହାଚାଇଥିଲେ.ଏଥି ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.କାଯ୍ୟକ୍ରମରେ ସରପଞ୍ଚ କରୁଣାକର ସାହୁ, ସଭାପତି ଲୋକନାଥ ସାହୁ, ସମ୍ପାଦକ ବୃନ୍ଦାବନ ସାହୁ, ଯନ୍ତ୍ରୀ ଧୁସାସନ ନାୟକ, ଏବଂଜଳ ବିଭାଜିକା କର୍ମଚାରୀ ରୀତେଶ ଜେନା, ପ୍ରକାଶ ଚନ୍ଦ୍ର ଘଡେଇ, ରୋଜାଲିନ ସାହୁ ଉପସ୍ଥିତ ରହି ସୁପରିଚାଳନା କରିଥିଲେ.!

Leave a Reply

Your email address will not be published. Required fields are marked *