ଭୁବନେଶ୍ବରରେ ଗର୍ଜିଲେ ଚୁକ୍ତିଭିତ୍ତିକ ଶିକ୍ଷକ
ଆଜି ଭୁବନେଶ୍ୱରରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ନିଜର ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି। ଗାନ୍ଧି ମାର୍ଗରେ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଧାରଣା ଓ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବାକୁ ରାଜି।