Spread the love

ବୌଦ୍ଧ: ବୌଦ୍ଧ ଜିଲ୍ଲା ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଦରମା ବନ୍ଦ କଲେ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ। ମଦ୍ୟପାନ କରି ସ୍କୁଲକୁ ଆସିବା ଯୋଗୁଁ ଶିକ୍ଷକ ସୁରମଣି ମଲ୍ଲିକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *