Spread the love

ଢେଙ୍କାନାଳ: ମହାବୀର ବଜାର ସ୍ଥିତ ମହାବୀର ପୂଜା କମିଟି ପକ୍ଷରୁ ରାମ ନବମୀ ପାଳନ କରାଯାଇଛି। ପ୍ରଭୁ ରାମ ଙ୍କ ସମସ୍ତ ପରିବାର ଙ୍କୁ ସକାଳୁ ମଙ୍ଗଳ ଆଳତି, ନୂତନ ବସ୍ତ୍ର ,ତୁଳସୀ ହାର ଓ ଫୁଲହାର, ବିଭିନ୍ନ ଭୋଗ ଲାଗି କରାଯାଇଥିଲା, ମଧ୍ୟାହ୍ନ ରେ ସୂର୍ଯ୍ୟ ପୂଜା, କଳସ ପୂଜା, ଷୋଡ଼ଷ ଉପଚାର ପୂଜା, ରାମ ଙ୍କ ଜନ୍ମ ପୂଜା, ଅର୍ଣ୍ଣ ଧୁପ ,ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ମନ୍ଦିର ପହଡ଼ ପଡିବ।

Leave a Reply

Your email address will not be published. Required fields are marked *